27.8 C
Bhubaneswar
Tuesday, July 9, 2024
Homeଓଡିଶାବିଦ୍ୟୁତ ଦର ଅପରିବର୍ତ୍ତିତ

ବିଦ୍ୟୁତ ଦର ଅପରିବର୍ତ୍ତିତ

ଭୁବନେଶ୍ୱର: ରାଜ୍ୟରେ ବିଦ୍ୟୁତ ଦର ଅପରବର୍ତ୍ତିତ ରହିଲା । ବିଦ୍ୟୁତ ଦର ଅପରିବର୍ତ୍ତିିତ ରଖିଲେ ଓଇଆରସି । ଘରୋଇ ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ ଦର ଅପରିବର୍ତ୍ତିତ । ପୂର୍ବଭଳି ପ୍ରଥମ ୫୦ ୟୁନିଟ  ପିଛା ଦର ୩ ଟଙ୍କା ରହିଲା । ୫୦ରୁ ୨୦୦ ୟୁନିଟ ପାଇଁ ୟୁନିଟ ପିଛା ୪ଟଙ୍କା ରହିବ । ୨୦୦ରୁ ୪୦୦ ୟୁନିଟ ପାଇଁ ୟୁନିଟ ପିଛା ଦର ୫ଯଙ୍କା ୮୦ପଇସା ଏବଂ ୪୦୦ ୟୁନିଟରୁ ଅଧିକ ପାଇଁ ୟୁନିଟ ପିଛା ୬ଟଙ୍କା ୨୦ ପଇସା ରହିବ । ଡିଜିଟାଲ ପ୍ରେମେଣ୍ଟ କଲେ ଏଲ୍‌ଟି ଉପଭୋକ୍ତାଙ୍କୁ ୪ପ୍ରତିଶତ ରିହାତି । ଗ୍ରାମାଞ୍ଚଳ ଉପଭୋକ୍ତାଙ୍କ ପାଇଁ ୟୁନିଟ ପିଛା ୧୦ ପଇସା ରିହାତି କରାଯାଇଛି ।

ଏପ୍ରିଲ ମାସରେ ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ, ତୁରନ୍ତ ମେଣ୍ଟାଇ ଦିଅନ୍ତୁ ବ୍ୟାଙ୍କ ସହିତ ଜଡିତ ଥିବା କାମ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking