18.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶଡାକ୍ତରଖାନାରେ ଏକନାଥ ସିନ୍ଦେ

ଡାକ୍ତରଖାନାରେ ଏକନାଥ ସିନ୍ଦେ

ନୂଆଦିଲ୍ଲୀ: ଡାକ୍ତରଖାନାରେ ଭର୍ତ୍ତି ହେଲେ ଏକନାଥ ସିନ୍ଦେ । ଥାନେର ଯୁପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ନେଇ ସୂଚନା । ତାଙ୍କ ସ୍ୱାସ୍ଥ୍ୟର ସମ୍ପୂର୍ଣ୍ଣ ପରୀକ୍ଷା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି । ଶିବସେନା ନେତା ଉଦୟ ସାମନ୍ତ କହିଛନ୍ତି ଯେ ଏହା ଏକ ନିତିଦିନିଆ ଯାଞ୍ଚ ଏବଂ ସିନ୍ଦେ ପରେ ମୁମ୍ବାଇରେ ଥିବା ତାଙ୍କ ସରକାରୀ ବାସଭବନ ‘ଭାରଶା’କୁ ଫେରିବେ। ସାମନ୍ତ ଆହୁରି ମଧ୍ୟ କହିଛନ୍ତି, “ତାଙ୍କର ଗଳା ସଂକ୍ରମଣ, ଦୁର୍ବଳତା ଏବଂ ଜ୍ୱର ହୋଇଛି। ସେ ରକ୍ତ ପରୀକ୍ଷା କରିବେ।”

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking