20.1 C
Bhubaneswar
Monday, November 25, 2024
Homeଦେଶ ବିଦେଶଟିଏମ୍‌ସି ସାଂସଦ ଅଭିଷେକଙ୍କୁ ପୁଣି ଇଡି ସମନ୍‌

ଟିଏମ୍‌ସି ସାଂସଦ ଅଭିଷେକଙ୍କୁ ପୁଣି ଇଡି ସମନ୍‌

କୋଲକାତା: ପଶ୍ଚିମବଙ୍ଗରେ ହୋଇଥିବା ଶିକ୍ଷକ ନିଯୁକ୍ତି ସମ୍ପର୍କିତ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସାଂସଦ ଅଭିଷେକ ବାନାର୍ଜୀଙ୍କୁ ପୁଣି ସମନ୍ ଜାରି କରାଯାଇଛି । ଆସନ୍ତାକାଲି ଅର୍ଥାତ୍ ଗୁରୁବାର କୋଲକାତାସ୍ଥିତ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ ଅଭିଷେକ ବିଭିନ୍ନ ଆ ଦେଖାଇ ସମନ୍ ଏଡାଇଯାଇଥିବାବେଳେ ଏଥର କିନ୍ତୁ ହାଜର ହେବେ ବୋଲି କହିଛନ୍ତି । କୋଇଲା ଖଣି ଦୁର୍ନୀତିରେ ମଧ୍ୟ ଅଭିଷେକଙ୍କୁ ପୂର୍ବରୁ ଇଡି ଜେରା କରିସାରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking