31.1 C
Bhubaneswar
Sunday, October 20, 2024
Homeଦେଶ ବିଦେଶହେମନ୍ତ ସୋରେନଙ୍କ ଘରେ ଇଡି

ହେମନ୍ତ ସୋରେନଙ୍କ ଘରେ ଇଡି

ଝାଡଖଣ୍ଡ: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଘରେ ଇଡି ଟିମ୍ । ହେମନ୍ତ ସୋରେନଙ୍କ ଦିଲ୍‌ଲୀ ବାସଭବନରେ ଇଡି ଟିମ୍ । ମନି ଲଣ୍ଡରିଂ ମାମଲାରେ ସୋରେନଙ୍କ ଘରେ ଇଡି ଟିମ୍ । ୯ ଥର ସମନ ସତ୍ତ୍ୱେ ଇଡିରେ ହାଜର ହୋଇନଥିଲେ ହେମନ୍ତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking