ନୂଆଦିଲ୍ଲୀ: ମାତ୍ର ଦୁଇ ମିନିଟରେ ପ୍ରସ୍ତୁତ ହେଉଥିବା ମ୍ୟାଗି ନୁଡୁଲ୍ସ କାହାକୁ ପସନ୍ଦ ନୁହେଁ । ପ୍ରାୟ ସବୁ ବୟସର ଲୋକେ ଏହି ମ୍ୟାଗି ଖାଇବାକୁ ପସନ୍ଦ କରିଥାଆନ୍ତି । ତେବେ ପାଟିକୁ ସୁଆଦିଆ ଲାଗୁଥିବା ଏହି ମ୍ୟାଗି ଯେ ସ୍ବାସ୍ଥ୍ୟ ପାଇଁ କେତେ ହାନିକାରକ ତାହା ଆପଣ ଜାଣି ରଖିବା ଉଚିତ୍ । ଅଧିକ ମ୍ୟାଗି ଖାଇବା ଦ୍ବାରା ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ । ଆସନ୍ତୁ ଆଜି ସେ ନେଇ ଆଲୋଚନା କରିବା ।
ମ୍ୟାଗିକୁ ପୂର୍ବରୁ ଫ୍ରାଇ କରି ରଖାଯାଇଥାଏ। ଫଳରେ ଏହାକୁ ତିଆରି କରିବା ଲାଗି ମାତ୍ର ୨ ମିନିଟ୍ ସମୟ ଲାଗିଥାଏ। ଏଥିରେ ଟ୍ରାନ୍ସ ଫ୍ୟାଟ୍ ର ବ୍ୟବହୃତ ହୋଇଥାଏ । ଟ୍ରାନ୍ସଫ୍ୟାଟି୍ ଶରୀର ପାଇଁ ହାନିକାରକ ହୋଇଥାଏ।