29.1 C
Bhubaneswar
Saturday, September 28, 2024
Homeଦେଶ ବିଦେଶପାକିସ୍ତାନରେ ଭୂକମ୍ପ ଅନୁଭୂତ

ପାକିସ୍ତାନରେ ଭୂକମ୍ପ ଅନୁଭୂତ

ପାକିସ୍ତାନ : ପାକିସ୍ତାନର ବାଲୁଚିସ୍ତାନ ପ୍ରଦେଶରେ ମଙ୍ଗଳବାର ଭୂକମ୍ପ ଅନୁଭୂତ ହୋଇଥିଲା । ଯାହାଫଳରେ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ପଳାଇଆସିଥିଲେ । ତେବେ ଭୁକମ୍ପର ତୀଵ୍ରତା ୫.୪ ମ୍ୟାଗ୍ନିଚ୍ୟୁଡର ରେକର୍ଡ କରାଯାଇଥିଲାବେଳେ ଭୂକମ୍ପର କେନ୍ଦ୍ର କ୍ୱେଟାର ୧୫୦ କିଲୋମିଟର ଉତ୍ତର-ପଶ୍ଚିମ ଦିଗରେ ରହିଛି । ତେବେ ତଥ୍ୟ ଅନୁଯାୟୀ, ରାଜଧାନୀ କ୍ୱେଟା, ନୋସ୍କି, ଚାଗି, ଚାମନ, କିଲ୍ଲା ଅବଦୁଲ୍ଲା, ଡାଲବାଡିନ୍, ପିସିନ୍ ଏବଂ ଅନ୍ୟାନ୍ୟ ଅଞ୍ଚଳରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଗତକାଲି ଆଫଗାନିସ୍ଥାନରେ ଭୂକମ୍ପ ହୋଇଥିଲାବେଳେ ଆଜି ପାକିସ୍ଥାନରେ ଭୂକମ୍ପ ଅନୁଭୂତ ହୋଇଛି । ଏଥିପାଇଁ ସମସ୍ତଙ୍କୁ ସତର୍କ ରହିବାକୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking