21.1 C
Bhubaneswar
Sunday, December 21, 2025
Homeଓଡିଶାବାପାକୁ ହତ୍ୟା କଲା ନିଶାସକ୍ତ ପୁଅ

ବାପାକୁ ହତ୍ୟା କଲା ନିଶାସକ୍ତ ପୁଅ

ବାରିପଦା:  ବାପାକୁ ପିଟିପିଟି  ହତ୍ୟା  କଲା ନିଶାସକ୍ତ ବଡପୁଅ । ଝାରପୋଖରିଆ ଥାନା ଜୋକା ଗାଁରେ ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ।  ନିଶାସକ୍ତ ପୁଅକୁ ରଖି ପୋଲିସ ପଚରା ଉଚରା କରୁଛି । ଘଟଣାସ୍ଥଳରେ ଚାପା ଉତ୍ତେଜନା ସୃଷ୍ଟି  ହୋଇଛି ।  ପରିବାରରେ ଶୋକର ଛାୟା ଖେଳିଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking