ଭୁବନେଶ୍ୱର : ଓଡିଶାରେ ଡ୍ରାଇଭର ଆନ୍ଦୋଳନ ସ୍ଥଗିତ ସୂଚନା । ସ୍ଥଗିତ ରହିବା ନେଇ ପରିବହନ କମିଶନରଙ୍କ ସୂଚନା । ପରିବହନ କମିଶନର ଅମିତାଭ ଠାକୁରଙ୍କ ସୂଚନା । ଡ୍ରାଇଭର ସଂଘ ସହ ସରକାରଙ୍କ ଆଲୋଚନା ହୋଇଛି । ସେମାନଙ୍କ ଅନେକ ଦାବି ରାଜ୍ୟ ସରକାର ପୂରଣ କରିଛନ୍ତି । ପରିବହନ ବିଭାଗକୁ ସହିଯୋଗ କରି ଆନ୍ଦୋଳନ ସସ୍ଥଗିତ ରଖିଛନ୍ତି । ଭାରତ ସରକାରଙ୍କ ସହ ସେମାନଙ୍କ ଆଲୋଚନା ଚାଲିଛି ।