19.1 C
Bhubaneswar
Friday, November 22, 2024
Homeଓଡିଶାଚାନ୍ଦିପୁର ଡିଆର୍‌ଡିଓ ତଥ୍ୟ ଲିକ୍ ଘଟଣା : ଆସିଲା ନୂଆ ତଥ୍ୟ

ଚାନ୍ଦିପୁର ଡିଆର୍‌ଡିଓ ତଥ୍ୟ ଲିକ୍ ଘଟଣା : ଆସିଲା ନୂଆ ତଥ୍ୟ

ଭୁବନେଶ୍ୱର : ଚାନ୍ଦିପୁର ଡିଆର୍‌ଡିଓ ତଥ୍ୟ ଲିକ୍ ମାମଲାରେ ଆସିଲା ନୂଆ ତଥ୍ୟ । ଓଡ଼ିଶା ପରେ ରାଜସ୍ଥାନାରେ ରହସ୍ୟମୟୀଙ୍କ ହନିଟ୍ରାପ୍ ସାମ୍ନାକୁ ଆସିଲା । ରାଜସ୍ଥାନ ଯୋଧପୁର ମିଲିଟାରୀ ଇଞ୍ଜିନିୟରିଂ ସର୍ଭିସ କର୍ମଚାରୀଙ୍କୁ ହନିଟ୍ରାପ । ମଲିଟାରୀ ଇଞ୍ଜିନିୟରିଂ ସର୍ଭିସ୍‌ର ଜଣେଈ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଟ୍ରାପ କରାଯାଇଛି । ଚଳିତ ଅକ୍ଟୋବର ୧୫ରେ ହନିଟ୍ରାପ୍ ଲିଙ୍କ ନେଇ ସିଆଇଡିକୁ ମିଳିଛି ସୂଚନା । ଏ ନେଇ ଓଡ଼ିଶା କ୍ରାଇମବ୍ରାଞ୍ଚ ସହ ଯୋଗାଯୋଗ କଲା ରାଜସ୍ଥାନ ସିଆଇଡି ।

ଓଡ଼ିଶାରୁ ଗିରଫ ଅଭିଯୁକ୍ତଙ୍କ ଟଙ୍କା ନେଣଦେଣ ରିପୋର୍ଟ ମଧ୍ୟ ମିଳିଛି । ଜଣେ ଅଭିଯୁକ୍ତଙ୍କ ଆକାଉଣ୍ଟକୁ ଆସିଥିବା ଟଙ୍କାର ତଥ୍ୟ ମଧ୍ୟ ମିଳିଲା । ଦୁବାଇରୁ ଲୁଲୁ ଇଣ୍ଟରନ୍ୟାସନାଲ ଲଜେନ୍ସିରୁ ୨୪ ହଜାର ଟ୍ରାଞ୍ଜାକ୍ସନ୍ ହୋଇଥିବା ସୂଚନା ମିଳିଛି । ବାକି ୧୪ ହଜାର ଟଙ୍କା ଟ୍ରାଞ୍ଜାକ୍ସନ୍ ନେଇ ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking