28.1 C
Bhubaneswar
Friday, June 21, 2024
Homeଓଡିଶାରାଜନୀତିରୁ ଅବ୍ୟାହତି ନେଲେ ଡ. ଅଚ୍ୟୁତ ସାମନ୍ତ

ରାଜନୀତିରୁ ଅବ୍ୟାହତି ନେଲେ ଡ. ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର : ଡ. ଅଚ୍ୟୁତ ସାମନ୍ତ ଆଜି ପ୍ରତ୍ୟକ୍ଷ ରାଜନୀତିରୁ ଅବ୍ୟାହତି ନେଇଛନ୍ତି । ଏନେଇ ଡ. ଅଚ୍ୟୁତ ସାମନ୍ତ ଆଜି ଘୋଷଣା କରିଛନ୍ତି । କାଲି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ଏନେଇ ଜଣାଇଥିଲେ । ଲୋକସଭା ଓ ରାଜ୍ୟସଭା ପାଇଁ ସୁଯୋଗ ଦେଇଥିବାରୁ ନବୀନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏବଂ ସେ କହିଛନ୍ତି , ୩୨ ବର୍ଷ ଧରି ଜାରି ରହିଥିବା ସମାଜ ସେବା ଅବ୍ୟାହତ ରଖିବି । ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସମାଜସେବା ଜାରି ରଖିବେ । କନ୍ଧମାଳବାସୀଙ୍କୁ ସେମାନଙ୍କ ଭଲପାଇବା ପାଇଁ କୃତଜ୍ଞତା ଜଣାଇଛନ୍ତି ମଧ୍ୟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking