28.1 C
Bhubaneswar
Wednesday, December 17, 2025
Homeଓଡିଶାଗୁଣି ଗାରେଡି ପାଇଁ ଗଲା ଜୀବନ

ଗୁଣି ଗାରେଡି ପାଇଁ ଗଲା ଜୀବନ

କେନ୍ଦ୍ରପଡା: କେନ୍ଦ୍ରପଡା ନିକିରାଇ ଥାନା ପାଳକଣା ଗାଁରେ ଅଭାବନୀୟ ଘଟଣା । ଘରେ ଚାଲିଥିଲା ଗୁଣି ଗାରେଡି ପୂଜା । ୧୦ ଫୁଟ ଗଭୀର ଗାତରେ ଚାଲିଥିଲା ପୂଜା । ପୂଜା ଚାଲିଥିବା ବେଳେ ଧସିଥିଲା ମାଟି ଅତଡା । ଏହା ଫଲରେ ମାଟିରେ ପୋତି ହୋଇ ଘର ମାଲିକଙ୍କ ମୃତ୍ୟୁ ଘଟିଛି । ମୃତକଙ୍କୁ ଘର ମାଲିକ ଚନ୍ଦ୍ରଭାନୁ ମହାରାଣା ବୋଲି ଚିହ୍ନଟ କରାଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ପୋଲିସ ପହଞ୍ଚିବା ବେଳେ ଘଟଣାସ୍ଥଳରୁ ଜଣେ ଫେରାର ହୋଇ ଯାଇଥିବା ବେଳେ ଦୁଇ ଗୁଣିଆ ଅଟକ ରହି ପୋଲିସ ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking