22.1 C
Bhubaneswar
Wednesday, December 10, 2025
Homeଓଡିଶାବଡଭାଇକୁ ହାଣି ମାରିଲା ସାନ ଭାଇ

ବଡଭାଇକୁ ହାଣି ମାରିଲା ସାନ ଭାଇ

କେନ୍ଦୁଝର: ବଡଭାଇକୁ ହାଣି ମାରିଲା ସାନଭାଇ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ରିମୁଳି କଲୋନୀରେ ଏଭଳି ଅଘଟଣ ଘଟିଛି । ବଡ ଭାଇକୁ ଟାଙ୍ଗିଆରେ ହାଣି ସାଲଭାଇକୁ ହତ୍ୟା କଲା । ଏନେଇ ପରିବାର ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ସାମଭାଇକୁ ଗିରଫ କରି ପୋଲିସ ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking