27.1 C
Bhubaneswar
Sunday, July 7, 2024
Homeଓଡିଶାବନ୍ୟାଞ୍ଚଳରେ ବ୍ୟାପୁଛି ଡାଇରିଆ

ବନ୍ୟାଞ୍ଚଳରେ ବ୍ୟାପୁଛି ଡାଇରିଆ

ଭୁବନେଶ୍ୱର : ୧୪ ବନ୍ୟା ପ୍ରଭାବିତ ଜିଲ୍ଲା ସ୍ଥିତି ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା । କିଛି ସ୍ଥାନରେ କେସ ଆସିଛି । ହେଲେ ହଇଜା ନାହିଁ । ସାପ କାମୁଡା କେସ ବି ଆସିଛି , ହେଲେ ମୃତ୍ୟୁ ନାହିଁ । ୧୪ ପ୍ରଭାବିତ ଜିଲ୍ଲାରୁ ୯ ଶହ ଡାଇରିଆ ଓ ଝାଡା ଜନିତ କେସ ଆସିଛି । କୋରାପୁଟ ଓ ରାୟଗଡାର ସ୍ଥିତି ଠିକ୍ ରହିଛି । ବର୍ତ୍ତମାନ ଡାଇରିଆ ମୃତ୍ୟୁ ହୋଇନି ।

କରୁଥିଲେ ଦ୍ୱିତୀୟ ବିବାହ: ବେଦୀରୁ ବରକୁ ଉଠାଇ ନେଲା ପୁଲିସ୍‌

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking