19.1 C
Bhubaneswar
Sunday, February 15, 2026
Homeଓଡିଶାଆୟୁଷ ହସ୍ପିଟାଲରେ ମିଳିବ ନିଦାନ ସେବା

ଆୟୁଷ ହସ୍ପିଟାଲରେ ମିଳିବ ନିଦାନ ସେବା

ଭୁବନେଶ୍ୱର: ଆୟୁଷ ହସ୍ପିଟାଲ ଓ ଡିସପେନସାରୀରେ ମିଳିବ ନିଦାନ ସେବା । ପ୍ରଥମ ଥର  ଆୟୁର୍ୱେଦ  ଓ ହୋମିଓପାଥି ଚିକିତ୍ସାରେ ଏହି ସେବା ମିଳିବ । ରାଜ୍ୟର ୯ ମେଡିକାଲ କଲେଜରେ  ସେବା ମିଳିବ । ୧୧ ଶହରୁ  ଅଧିକ ଡିସପେନସାରୀରେ ମିଳିବ ନିଦାନ ସେବା । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking