27.1 C
Bhubaneswar
Thursday, November 21, 2024
Homeଓଡିଶାବୁର୍ଲା ଭିମ୍‌ସାର୍‌ରେ ବ୍ଲାକ୍ ଫଙ୍ଗସ ରୋଗୀ ଚିହ୍ନଟ

ବୁର୍ଲା ଭିମ୍‌ସାର୍‌ରେ ବ୍ଲାକ୍ ଫଙ୍ଗସ ରୋଗୀ ଚିହ୍ନଟ

ସମ୍ବଲପୁର : ବୁର୍ଲା ଭିମ୍‌ସାର୍‌ରେ ବ୍ଲାକ୍ ଫଙ୍ଗସ ରୋଗୀ ଚିହ୍ନଟ । ତାଙ୍କ ଘର ବରଗଡ଼ ଜିଲ୍ଲା ବରପାଲୀ ଅଞ୍ଚଳରେ ବୋଲି ଜଣାପଡ଼ିଛି । ତାଙ୍କ ଠାରେ ବ୍ଲାକ୍ ଫଙ୍ଗସରେ ସମସ୍ତ ଲକ୍ଷଣ ଦେଖାଦେଇଛି । ଏ ନେଇ ସ୍ପଷ୍ଟ କରିଛନ୍ତି ଭିମ୍‌ସାର୍‌ର ଇଏମ୍‌ଟି ବିଭାଗର ମୁଖ୍ୟ ସୂଚନା ଦେଇଛନ୍ତି । ଗତକାଲି ସଂପୃକ୍ତ ରୋଗୀଙ୍କର ଅପେରେସନ୍ କରାଯାଇଥିଲା । ବର୍ତ୍ତମାନ ତାଙ୍କୁ ଇଏନ୍‌ଟି ବିଭାଗରେ ଚିକିତ୍ସା କରାଯାଉଛି। ତେବେ ତାଙ୍କର ଚିକିତ୍ସା ପାଇଁ ଇଞ୍ଜେକ୍‌ସନ୍‌, ଇମ୍ପୋଟେରିଜିନ୍‌-ବି ଉପଲବ୍ଧ ହେଉନଥିବାରୁ ଚିକିତ୍ସାରେ ବାଧା ଉପୁଜୁଛି ବୋଲି କହିଛନ୍ତି ବିଭାଗୀୟ ମୁଖ୍ୟ । ସୂଚନା ଅନୁଯାୟୀ, ସଂପୃକ୍ତ ରୋଗୀଙ୍କ ପାଖରେ ଧୀରେ ଧୀରେ ଆଖି ଫୁଲିବା ଆରମ୍ଭ ହେଲା ତା’ପରେ ନାକୁ ରକ୍ତ ବାହାରିଲା ପରେ ନାକ ଟିକେ ପେନ୍ କରିବା ଆରମ୍ଭ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking