28.1 C
Bhubaneswar
Saturday, October 19, 2024
Homeଓଡିଶାଅଘୋଷିତ ବିଦ୍ୟୁତ କାଟ୍ ନେଇ ବର୍ଷିଲେ ଧର୍ମେନ୍ଦ୍ର ପ୍ରଧାନ

ଅଘୋଷିତ ବିଦ୍ୟୁତ କାଟ୍ ନେଇ ବର୍ଷିଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଅଘୋଷିତ ବିଦ୍ୟୁତ କାଟ୍ ନେଇ ବର୍ଷିଲେ ଧର୍ମେନ୍ଦ୍ର ପ୍ରଧାନ । ଓଡିଶ।।ରେ ଏବେ ବିଚିତ୍ର କଥା ଦେଖିବାକୁ ମିଳିଛି । ମନ୍ତ୍ରୀ,ସଚିବ,ସାଂସଦ ପରସ୍ପର ବିରୋଧି ମନ୍ତବ୍ୟ ଦେଉଛନ୍ତି । ରାଜ୍ୟ ସରକାରଙ୍କର ଶାସନଗତ ବିଫଳତାର ଚରମ ନିଦର୍ଶନ ବୋଲି ପ୍ରମାଣ ଦେଉଛି । କୋଇଲା ଓ ଜଳ ଥିବା ସରକାରଙ୍କ ଅବ୍ୟବସ୍ଥାରୁ ଏଭଳି ଅବସ୍ଥା । ଯେଉଁମାନେ ବିଭାଗ ସମ୍ବାଳିବା କଥା ସେମାନେ ପ୍ରଚାରରେ ମାତିଛନ୍ତି । ଶକ୍ତିମନ୍ତ୍ରୀ ବିତଣ୍ଡା ତର୍କ ବାଢୁଛନ୍ତି ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଯେଉଁ କମ୍ପାନୀକୁ ଚୁକ୍ତିକରି ଦାୟିତ୍ୱ ଦେଉଛନ୍ତି,ତାକୁ କ୍ରିୟାନ୍ୱୟନ କରନ୍ତୁ ବୋଲି ସ୍ପଷ୍ଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ମହାପ୍ରଭୁଙ୍କ ପାଇଁ ଆସିଲା ଫଳ ଭାର

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking