27.1 C
Bhubaneswar
Saturday, October 19, 2024
Homeଓଡିଶାଶ୍ରୀମନ୍ଦିରରେ ଭକ୍ତଙ୍କ ମୃତ୍ୟୁ

ଶ୍ରୀମନ୍ଦିରରେ ଭକ୍ତଙ୍କ ମୃତ୍ୟୁ

ପୁରୀ: ଶ୍ରୀମନ୍ଦିର ପରିସରରେ ପୁରୁଷ ଭକ୍ତଙ୍କ ମୃତ୍ୟୁ ହୋଇଛି । ମା ଲକ୍ଷ୍ମୀଙ୍କ ମନ୍ଦିରରେ ଦର୍ଶନ ବେଳେ ଅଚେତ ହୋଇପଡିଥିଲେ ଭକ୍ତ ଜଣକ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ ଘୋଷଣା କଲେ ଡାକ୍ତର । ମୃତ ଜଣକ ହେଲେ ବିଶାଖାପାଟଣାର ବାସିନ୍ଦା ବୋଲି ଜଣା ପଡିଛି ଏବଂ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଛି ବୋଲି ଡାକ୍ତର ସୂଚନା ଦେଇଛନ୍ତି ।

ବିଜେବିକୁ ବାହାର ଲୋକ ମନା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking