ଭୁବନେଶ୍ୱର : ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା | ଲଘୁଚାପ ସୃଷ୍ଟି ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା | ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ସକ୍ରିୟ ରହିଛି ବୋଲି କହିଛି ଵାଣିପାଗ ବିଭାଗ | ବାୟୁମଣ୍ଡଳର ୭.୬ କିମି ପର୍ଯନ୍ତ ବ୍ୟାପିଛି ଘୂର୍ଣ୍ଣିବଳୟ | ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ସମ୍ଭାବନା |