30.1 C
Bhubaneswar
Friday, March 20, 2026
Homeଦେଶ ବିଦେଶକର୍ଣ୍ଣ।ଟକରେ ଡେଙ୍ଗୁକୁ ମହାମାରୀ ରୂପେ ଘୋଷଣା !

କର୍ଣ୍ଣ।ଟକରେ ଡେଙ୍ଗୁକୁ ମହାମାରୀ ରୂପେ ଘୋଷଣା !

କର୍ଣ୍ଣ।ଟକ: କର୍ଣ୍ଣ।ଟକରେ ଭୟଙ୍କର ରୂପ ନେଉଛି ଡେଙ୍ଗୁ । ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା । ଫଳରେ କର୍ଣ୍ଣ।ଟକରେ ଡେଙ୍ଗୁ କୁ ମହାମାରୀ ବୋଲି ଘୋଷଣା କରିଛନ୍ତି ଡାକ୍ତର । ଅତ୍ୟଧିକ ବର୍ଷା କାରଣରୁ ଅଧିକାଂଶ ଲୋକ ଡେଙ୍ଗୁ ରୋଗର ଶିକାର ହେଉଛନ୍ତି । ଫଳରେ ରୋଗୀଙ୍କ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପ୍ଧମଥିବା ସହ କର୍ଣ୍ଣ।ଟକରେ ବଢିବାରେ ଲାଗିଛି ଡେଙ୍ଗୁ ମୃତ୍ୟୁ ସଂଖ୍ୟା । ମଶା କାମୁଡିବା ଦ୍ୱାରା ହୋଇଥିବା ଏହି ରୋଗକୁ ନିୟନ୍ତ୍ରଣ ନକଲେ ରୋଗୀ ମୃତ୍ୟୁ ମୁଖରେ ପଡିଥାଏ ।

ନାଗାଲାଣ୍ଡରେ ପ୍ରକୃତିର ତାଣ୍ଡବ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking