28.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶଦିଲ୍ଲୀ ମହିଳା କମିସନ ଅଧ୍ୟକ୍ଷା ସ୍ୱାତୀଙ୍କୁ ଘୋଷାରି ନେଲା କାର: ଅଭିଯୁକ୍ତ ଗିରଫ

ଦିଲ୍ଲୀ ମହିଳା କମିସନ ଅଧ୍ୟକ୍ଷା ସ୍ୱାତୀଙ୍କୁ ଘୋଷାରି ନେଲା କାର: ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ: ଗତମାସ ୩୧ ତାରିଖ ବିଳମ୍ବିତ ରାତ୍ରିରେ ଦିଲ୍ଲୀରେ ଜଣେ ଯୁବତୀ ଅଞ୍ଜଳି ସିଂହଙ୍କୁ ଏକ କାର ପାଖାପାଖି ୧୩ କିମି ପର୍ଯ୍ୟନ୍ତ ଘୋଷାରି ନେଇଥିଲା । ତେବେ ଏହା ମଧ୍ୟରେ ସେଭଳି ଏକାଧିକ ଘଟଣା ସାମ୍ନାକୁ ଆସିଛି । ଏହି କ୍ରମରେ ଆଜି ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି ଦିଲ୍ଲୀ ମହିଳା କମିସନ (ଡିସିଡବ୍ଲ୍ୟୁ) ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ । ଏକ କାର ସ୍ୱାତୀଙ୍କୁ ୧୫ ମିଟର ପର୍ଯ୍ୟନ୍ତ ଘୋଷାରି ନେଇଥିବା ଜଣାପଡ଼ିଛି ।

ମଝି ଆକାଶରେ ପାଇଲଟ ଶୋଇପଡ଼ିଲେ କଣ ହେବ? ଜାଣନ୍ତୁ କିପରି କାମ କରିଥାଏ ବିମାନର ଅଟୋ ପାଇଲଟ ସିଷ୍ଟମ….

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking