32.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶଦିଲ୍ଲୀ ଦଙ୍ଗା: ଦୋକାନରେ ନିଆଁ ଲଗାଇଥିବା ବାପ-ପୁଅ ଦୋଷୀ ସାବ୍ୟସ୍ତ

ଦିଲ୍ଲୀ ଦଙ୍ଗା: ଦୋକାନରେ ନିଆଁ ଲଗାଇଥିବା ବାପ-ପୁଅ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗା ବେଳେ ଖଜୁରୀ ଖାସ୍ ଅଞ୍ଚଳରେ ଏକ ଦୋକାନରେ ନିଆଁ ଲଗାଇଥିବା ମିଠନ୍ ସିଂହ ଏବଂ ଜନି କୁମାରଙ୍କୁ ଶୁଣାଣି ବେଳେ କଡ଼କଡ଼ଡ଼ୁମା କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । ଦୁଇ ଦୋଷୀଙ୍କୁ ହାଜତକୁ ନେବାପାଇଁ କୋର୍ଟ ଆଦେଶ ଦେଇଛନ୍ତି । ଏହାପରେ ପୁଲିସ ବାପ-ପୁଅ ଦୁହିଁଙ୍କୁ ଜେଲ୍ ପଠାଇ ଦେଇଛି ।

ଏହି ମାମଲାରେ ଦୁହେଁ ଜାମିନରେ ଥିଲେ । ଆମିର ହୁସେନ୍ ଖଜୁରୀ ଖାସ୍ ଥାନାରେ ଅଭିଯୋଗ କରିଥିଲେ ଯେ ୨୦୨୦ ଫେବୃଆରୀ ୨୫ରେ ଦଙ୍ଗାକାରୀ ୨୯ ନମ୍ବର କଳିରେ ପଶିଯାଇଥିଲେ । ଏହାପରେ ଭିଡ଼ରେ ସାମିଲ ଲୋକେ ତାଙ୍କ ଦୋକାନରେ ନିଆଁ ଲଗାଇ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking