33.1 C
Bhubaneswar
Saturday, June 14, 2025
Homeଦେଶ ବିଦେଶସନ୍ଧ୍ୟାରେ  ଦିଲ୍ଲୀ ବିଜେପିର ବୈଠକ

ସନ୍ଧ୍ୟାରେ  ଦିଲ୍ଲୀ ବିଜେପିର ବୈଠକ

ନୂଆଦିଲ୍ଲୀ : ଆଜି ଦିଲ୍ଲୀରେ ବସିବ ବିଜେପିର ଗୁରୁତ୍ୱପୂଣ୍ଣ ବୈଠକ । ସନ୍ଧ୍ୟା ୫ଟାରେ ବସିବ ଗୁରୁତ୍ୱପୂଣ୍ଣ ବୈଠକ । ଦିଲ୍ଲୀ ରାଜ୍ୟ ସଭାପତି ବୀରେନ୍ଦ୍ର ସଚ୍ଚଦେବା ଉପସ୍ଥିତ ରହିବେ । ଦିଲ୍ଲୀ ନିର୍ୱାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡା ଉପସ୍ଥିତ ରହିବେ । ଜାତୀୟ ସାଂଗଠନିକ ସମ୍ପାଦକ  ବିଏଲ ସନ୍ତୋଷ ଯୋଗ ଦେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking