18.1 C
Bhubaneswar
Saturday, November 23, 2024
Homeଓଡିଶାବୋନମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ରୋଗୀଙ୍କ ମୃତ୍ୟୁ

ବୋନମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ରୋଗୀଙ୍କ ମୃତ୍ୟୁ

କଟକ: ଏସସିବି ପ୍ରଥମ ହାପ୍‌ଲୋ ବୋନମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ରୋଗୀଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଖୋର୍ଦ୍ଧା ଜିଲ୍ଲାର ଶୁଭ୍ରାଂଶୁ ସାହୁ ନାମକ ରୋଗୀଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ୯ରେ ଏସସିବିରେ ଆପ୍‌ଲୋ ବୋନମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ହୋଇଥିଲା । ଆଜି ଭୋରରୁ ଶୁଭ୍ରାଂଶୁଙ୍କ ମୃତ୍ୟୁ ନେଇ ମେଡିକାଲ ପକ୍ଷରୁ ସୂଚନା ।

ବ୍ୟବସାୟୀଙ୍କ ଘରେ ରେଡ୍‌

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking