27.1 C
Bhubaneswar
Saturday, October 19, 2024
Homeଓଡିଶାରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪% କୁ ବୃଦ୍ଧି

ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪% କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟ ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ଭେଟି । ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪% କୁ ବୃଦ୍ଧି ହୋଇଥିବା ସୂଚନା ରହିଛି । ରାଜ୍ୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୮%ରୁ ୪୨%କୁ ବୃଦ୍ଧି ହୋଇଛି । ବର୍ଦ୍ଧିତ ଭତ୍ତା ୨୦୨୩ ଜାନୁଆରୀ ପହିଲାରୁ ପିଛିଲା ଭାବେ ଲାଗୁ ହୋଇଛି ।

ବର୍ଦ୍ଧିତ ମହଙ୍ଗା ଜୁନ୍ ମାସ ଦରମାରେ ନଗଦ ଆକାରରେ ମିଳିବ ବୋଲି କୁହାଯାଇଛି । ନେସନଭୋଗୀଙ୍କ ଟିଆଇରେ ମଧ୍ୟ ୪ % ବୃଦ୍ଧି ହୋଇଥିବା ସୂଚନା ରହିଛି । ପେନସନଭୋଗୀ ବି ଜୁନ୍ ମାସ ପେନସନରେ ବର୍ଦ୍ଧିତ ଟିଆଇ ପାଇବେ । ୭.୫ ଲକ୍ଷ ସରକାରୀ କର୍ମଚାରୀ ଓ ପେନସନଭୋଗୀ ଉପକୃତ ହେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking