28.9 C
Bhubaneswar
Tuesday, May 13, 2025
Homeଓଡିଶାଧାନ ପାଇଁ ଡେଡ୍‌ଲାଇନ

ଧାନ ପାଇଁ ଡେଡ୍‌ଲାଇନ

ଭୁବନେଶ୍ୱର: ଧାନ କିଣାର ଡେଡ୍‌ଲାଇନ ଦେଲେ ରାଜ୍ୟ ସରକାର । ମାର୍ଚ୍ଚ ୩୧ ପରେ ଧାନ ନେବେନି ସରକାର । ମାର୍ଚ୍ଚ ୩୧ ପରେ ମଣ୍ଡିରୁ ଆଉ ଧାନ କିଣା ହେବନି । ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା ରଖିଛନ୍ତି । କହିଲେ ବର୍ତ୍ତମାନ ସୁଦ୍ଧା ୬୫ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ସରିଛି । ଟାର୍ଗେଟର ୯୦% ଧାନ ସଂଗ୍ରହ ହୋଇସାରିଲାଣି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking