26.1 C
Bhubaneswar
Sunday, December 7, 2025
Homeଓଡିଶାଅଫିସ ଭିତରୁ ମୃତଦେହ ଉଦ୍ଧାର

ଅଫିସ ଭିତରୁ ମୃତଦେହ ଉଦ୍ଧାର

ଗଞ୍ଜାମ: ଘର ଭିତରେ ଘରୋଇ ଫାଇନାନ୍ସ କର୍ମଚାରୀଙ୍କ ମୃତଦେହ ଉଦ୍ଧାର । ଗଞ୍ଜାମ ଜିଲ୍ଲା ବାଲୁଗାଁ ନାଚୁଣୀ ଥାନା ଭବାନୀପୁରରେ ଥିବା ଅଫିସ ଭିତରୁ ଉଦ୍ଧାର ହୋଇଛି । ମୃତକ ହେଉଛନ୍ତି ନୟାଗଡ ନୂଆ ଗାଁ ଥାନା କରିଆଲାଞ୍ଜି ଗାଁର । ତେବେ କର୍ମଚାରୀଙ୍କ ମୃତ୍ୟୁ କିପରି ହେଲା ତାହା ସ୍ପଷ୍ଟ ହୋଇନି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking