ଭୁବନେଶ୍ୱର: ଭୁବନେଶ୍ୱର ଶିଖରଚଣ୍ଡି ପାହାଡ ନଷ୍ଟ ଓ ଗଛକଟା ମାମଲା । ତଦନ୍ତ ଲାଗି ଏନ୍ଜିଟି ଦ୍ୱାରା ଗଠିତ କମିଟିର ରିର୍ପୋଟ ଦାଖଲ । ଡିଏଫ୍ଓ ବିନା ଅନୁମତିରେ ଗଛ କାଟିଥିଲା ୱାଟ୍କେ । ୱାଟକେ ପାଇଁ ୩ ଏକର ଜମି ଆବଶ୍ୟକ, ଇଡକୋ ଦେଇଛି ୪ ଏକର । ୩ ଏକର ଜମିରେ ପ୍ରକଳ୍ପ,୧ ଏକର ଜମିରେ ବନୀକରଣ ପାଇଁ ସୁପାରିଶ ।