19.1 C
Bhubaneswar
Sunday, November 24, 2024
Homeଓଡିଶା୨୭ ସୁଦ୍ଧା କଟକ କାମ ସାର: ହାଇକୋର୍ଟ

୨୭ ସୁଦ୍ଧା କଟକ କାମ ସାର: ହାଇକୋର୍ଟ

ଭୁବନେଶ୍ୱର: କଟକରେ ରାସ୍ତାଘାଟ ସମସ୍ୟା ଦୂର ନେଇ ହାଇକୋର୍ଟଙ୍କ ନିଦେ୍ର୍ଦଶ । ଆସନ୍ତା ୨୭ ତାରିଖ ସୁଦ୍ଧା କାମ ଶେଷ କରିବାକୁ ନିଦେ୍ର୍ଦଶ ଦେଲେ କୋର୍ଟ । ନିର୍ମାଣ ଏବଂ ମରାମତି ୨୭ ସୁଦ୍ଧା ଶେଷ କରିବାକୁ ହାଇକୋର୍ଟ ନିଦେ୍ର୍ଦଶ ଦେଇଛନ୍ତି । ବ୍ୟକ୍ତିଗତ ହାଜର ହୋଇ ପକ୍ଷ ରଖିଲେ ବିଭିନ୍ନ ବିଭାଗ ଅଧିକାରୀ । ସିଏମସି, ପିଡବ୍ଲୁଡି, ଆର ଆଣ୍ଡ ବି, ଗେଲ୍ ପ୍ରମୁଖ ପକ୍ଷ ରଖିଲେ । ବକ୍ସ ଡ୍ରେନ୍ କାମ ଆସନ୍ତା ମାର୍ଚ୍ଚ ସୁଦ୍ଧା ସରିବ ବୋଲି କହିଲେ ଆସିକସ କୁ୍ୟରୀ । ଆସନ୍ତା ନଭେମ୍ବର ୨ ରେ ପରବର୍ତ୍ତୀ ଶୁଣାଣି ନେଇ ଦି ଧାର୍ଯ୍ୟ ହୋଇଛି ।

ଧର୍ମେନ୍ଦ୍ରଙ୍କ ପାଇଁ ସମ୍ବଲପୁର ସବୁଠୁ ସୁରକ୍ଷିତ : ସୁବାସ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking