19.1 C
Bhubaneswar
Wednesday, February 11, 2026
Homeଓଡିଶାଚଳିତଥର ହୋମଷ୍ଟେ ବ୍ୟବସ୍ଥା : ପ୍ରଭାତୀ

ଚଳିତଥର ହୋମଷ୍ଟେ ବ୍ୟବସ୍ଥା : ପ୍ରଭାତୀ

ଭୁବନେଶ୍ୱର: ପ୍ରବାସୀ ଭାରତୀୟ ସମ୍ମିଳନୀ  ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ପ୍ରତିକ୍ରିୟା ରହିଛି । କହିଛନ୍ତି, ଚଳିତ ଥର ହୋମଷ୍ଟେ ବ୍ୟବସ୍ଥା ହେବ । ଲୋକଙ୍କ ଘରେ ଅତିଥି ରହିବେ । ଲୋକେ ନିଜଘରେ ପ୍ରବାସୀଙ୍କୁ ରଖିପାରିବେ । ଏଥିପାଇଁ ପୋଟାଲରେ ରେଜିଷ୍ଟ୍ରେସନ କରିବାକୁ ହେବ । ୩୦୦ ପାଖାପାଖି ରୁମ ଏବେ  ସୁଦ୍ଧା ପ୍ରସ୍ତୁତ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking