15.1 C
Bhubaneswar
Wednesday, December 10, 2025
Homeଓଡିଶାଲୋୟର ପିଏମଜିରେ ଗର୍ଜିଲେ ସିଆରପିସିଏମ କର୍ମଚାରୀ

ଲୋୟର ପିଏମଜିରେ ଗର୍ଜିଲେ ସିଆରପିସିଏମ କର୍ମଚାରୀ

ଭୁବନେଶ୍ୱର : ଭୁବନେଶ୍ୱର ଲୋୟର ପିଏମଜିରେ ଆନ୍ଦୋଳନ । ବିଭିନ୍ନ ଦାବି ନେଇ  ଗର୍ଜିଲେ  ସିଆରପିସିଏମ କର୍ମଚାରୀ । କର୍ମଚାରୀମାନଙ୍କୁ ମାସିକ ଭତ୍ତା ପ୍ରଦାନ ବଦଳରେ କାଯ୍ୟ ଅନୁଯାୟୀ ପାରିଶ୍ରମିକ  ପ୍ରଦାନ ପାଇଁ ମିଶନ ଶକ୍ତି ବିଭାଗ ତରଫରୁ ଚିଠି କରାଯାଇଛି ।  ଯାହାକୁ ବିରୋଧ କରି ରାଜ୍ୟର ବିଭିନ୍ନ ଜିଲ୍ଲା ରୁ ଶହ ଶହ ସଂଖ୍ୟାରେ କର୍ମଚାରୀ ମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking