32.1 C
Bhubaneswar
Thursday, March 26, 2026
Homeଖେଳସେମିରୁ ଓହରିଲେ କ୍ରାଷ୍ଟୋ-କପିଳା

ସେମିରୁ ଓହରିଲେ କ୍ରାଷ୍ଟୋ-କପିଳା

ନୂଆଦିଲ୍ଲୀ: ଧ୍ରୁବ କପିଳା ଓ ତନୀଷା କ୍ରାଷ୍ଟ୍ରୋଙ୍କ ଭାରତୀୟ ବ୍ୟାଡ୍‌ମିଣ୍ଟନ୍ ଯୋଡ଼ିଙ୍କ ଅଭିଯାନ ଭିଏତ୍‌ନାମ୍ ଓପନ୍ ସୁପର୍ ୧୦୦ ଟୁର୍ଣ୍ଣାମେଣ୍ଟ୍‌ରେ ଅଟକି ଯାଇଛି। ଧ୍ରୁବ କପିଳା ଅସୁସ୍ଥ ହୋଇପଡ଼ିବା ଫଳରେ ଏହି ଯୋଡ଼ି ଶନିବାର ମିକ୍ସଡ୍ ଡବଲ୍ସ ଇଭେଣ୍ଟ୍‌ରୁ ସେମିଫାଇନାଲ୍‌ରେ ଓହରିଯାଇଛି। ଷଷ୍ଠ ସିଡ୍ ଭାରତୀୟ ଯୋଡ଼ି ସେମିଫାଇନାଲ୍‌ରେ ଅଦ୍‌ନାନ୍ ମୌଲାନା ଏବଂ ଇନ୍ଦାହ ଚାହ୍ୟା ସାରି ଜମିଲଙ୍କ ଇଣ୍ଡୋନେସୀୟ ଯୋଡ଼କୁ ଭେଟିବାର ଥିଲା। କପିଳା ଏବଂ କ୍ରାଷ୍ଟୋ ଆଗାମୀ ଦୁଇଟି ଚ୍ୟାଲେଞ୍ଜର୍ ଇଭେଣ୍ଟ ବେଣ୍ଡିଗୋ ଇଣ୍ଟରନାସ୍‌ନାଲ୍ (ଅକ୍ଟୋବର ୯-୧୩) ଏବଂ ସିଡ୍‌ନୀ ଇଣ୍ଟରନାସ୍‌ନାଲ୍ (ଅକ୍ଟୋବର ୧୬-୨୦)ରେ ଭାଗ ନେବାକୁ ଯୋଜନାରେ ଅଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking