29.1 C
Bhubaneswar
Tuesday, October 22, 2024
Homeଓଡିଶାକେନ୍ଦ୍ରାପଡା ଜିଲ୍ଲାରେ ଚିନ୍ତା ବଢାଇଛି କୁମ୍ଭୀର ଆତଙ୍କ

କେନ୍ଦ୍ରାପଡା ଜିଲ୍ଲାରେ ଚିନ୍ତା ବଢାଇଛି କୁମ୍ଭୀର ଆତଙ୍କ

ରାଜନଗର : କେନ୍ଦ୍ରାପଡା ଜିଲ୍ଲାରେ ଚିନ୍ତା ବଢାଇଛି କୁମ୍ଭୀର ଆତଙ୍କ । ଅଢ଼େଇ ମାସ ମଧ୍ୟରେ କୁମ୍ଭୀର ଆକ୍ରମଣରେ ୫୫ ଜଣଙ୍କର ମୃତ୍ୟୁ ହେଲାଣି। ଯେଉଁଥିପାଇଁ ରାଜନଗର ବନବିଭାଗର ନିଦ ହଜିଯାଇଛି । ପୂର୍ବରୁ ପୋଷ୍ଟର ବ୍ୟାନର, ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର ଓ ପଥପ୍ରାନ୍ତ ନାଟକ ମାଧ୍ୟମରେ ନଦୀକୂଳିଆ ଲୋକମାନଙ୍କୁ ସଚେତନ କରାଯାଇଥିଲା। ଏବେ ନଦୀ ମଧ୍ୟରେ ବୋଟ୍ ଯୋଗେ ଡାକବାଜି ଯନ୍ତ୍ର ଜରିଆରେ ସଚେତନ କରାଯାଉଛି।  ଏସମ୍ପର୍କରେ ଅଧିକ ସୂଚନା ଦେଉଛନ୍ତି ଆମ ରାଜନଗର ରିପୋର୍ଟର ଦୋଳଗୋବିନ୍ଦ ଜେନା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking