28.1 C
Bhubaneswar
Saturday, October 19, 2024
Homeଓଡିଶାକ୍ରିକେଟ ଖେଳରୁ ହତ୍ୟା: ୪ ଗିରଫ

କ୍ରିକେଟ ଖେଳରୁ ହତ୍ୟା: ୪ ଗିରଫ

କଟକ: ଚୌଦ୍ୱାରରେ କ୍ରିକେଟ ଖେଳ ବିବାଦରୁ ହତ୍ୟା ଘଟଣା । ଏଥିପାଇଁ ୪ ଜଣଙ୍କୁ ଗୀରଫ କଲା ଚୌଦ୍ୱାର ଥାନା ପୋଲିସ । ଗିରଫ ହୋଇଥିବା ୪ ଜଣ ଯୁବକଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ।  ଗତ କାଲି ମହିଷାଲଣ୍ଡା ଗାଁରେ କ୍ରିକେଟ ଖେଳରୁ ହତ୍ୟାକାଣ୍ଡ ହୋଇଥିବା ସୂଚନା । ଅମ୍ପାୟାରଙ୍କ ଭୁଲ୍ ନିଷ୍ପତ୍ତି ଅଭିଯୋଗରେ ଯୁବକଙ୍କୁ ପିଟିପିଟି ମାରିଥିଲେ ଅଭିଯୁକ୍ତ ।

ଘର ବାରଣ୍ଡାରେ ୨୪ ଘଣ୍ଟା ଧରି ପଡିରହିଛି ଜଣେ ବ୍ୟକ୍ତିଙ୍କ ମୃତଦେହ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking