ନୂଆଦିଲ୍ଲୀ : ସ୍ତ୍ରୀକୁ ଟାଙ୍ଗିଆରେ ହତ୍ୟା କଲା ପାଗଳ ସ୍ୱାମୀ । ମହାବିରୋଡ ଥାନା ମଝିକା ଗ୍ରାମରେ ବୀଭତ୍ସ ହତ୍ୟା ଭାବେ ହତ୍ୟା କରିଛି ପାଗଳ ସ୍ୱାମୀ । ମୃତଦେହ ପୋତିବାକୁ ନେବା ବେଳେ ଗାଁଲୋକେ ଦେଖିଥିଲେ । ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ହତ୍ୟାକାରୀ ସ୍ୱାମୀକୁ ଅଟକ ରଖିଛି ପୁଲିସ ।