28.1 C
Bhubaneswar
Friday, September 20, 2024
Homeଦେଶ ବିଦେଶଗ୍ୟାସ୍ ସିଲିଣ୍ଡର ଫାଟି ୬ ଗୁରୁତର

ଗ୍ୟାସ୍ ସିଲିଣ୍ଡର ଫାଟି ୬ ଗୁରୁତର

କଣ୍ଟବାଞ୍ଜି : ଘର ଭିତରେ ଗ୍ୟାସ୍ ସିଲିଣ୍ଡର ଫାଟି ୬ ଗୁରୁତର । ବେଲପଡା ଥାନା କାନୁଟ ଉପରପଡା ଗାଁରେ ଭୟଙ୍କର ଅଗ୍ନିକାଣ୍ଡ । ୫ ମହିଳା ଓ ଜଣେ ଯୁବକ ଗୁରୁତର ଅବସ୍ଥାରେ ମଡିକାଲରେ ଭର୍ତ୍ତି । ଟିଭି ଦେଖୁଥିବା ବେଳେ ହଠାତ୍ ବିସ୍ପୋରଣ ହୋଇ ନିଆଁ ଲାଗିଥିଲା ।

୨୫ ବର୍ଷରେ ବିକଶିତ ଭାରତ ଗଠନ ଆମର ଲକ୍ଷ୍ୟ : ମୋଦୀ

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking