27.8 C
Bhubaneswar
Tuesday, July 9, 2024
Homeଓଡିଶାକାଲି କେନ୍ଦ୍ର ସହ କୋଭିଡ୍ ବୈଠକ

କାଲି କେନ୍ଦ୍ର ସହ କୋଭିଡ୍ ବୈଠକ

ଭୁବନେଶ୍ୱର: କୋଭିଡ୍ ସ୍ଥିତି ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ବୈଠକ । ବୈଠକ ନେଇ ସୂଚନା ଦେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଆକ୍ଟିଭ କେସ୍ ମଧ୍ୟରୁ କେବଳ ଜଣେ ହସ୍ପିଟାଲରେ ଚିକିତ୍ସାଧୀନ ହେଉଛିନ୍ତି । ଏଥିପାଇଁ ସର୍ଭେଲାନ୍ସ ଚାଲିଛି ସେଥିପାଇଁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଯାହା ଠାରେ ଲକ୍ଷଣ ରହିଛି ଟେଷ୍ଟ କରି ଆଇସୋଲେସନରେ ରୁହନ୍ତୁ ।

ଗୁଣିଗାରେଡି ସନ୍ଧେହରେ ବୃଦ୍ଧଙ୍କୁ ହତ୍ୟା !

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking