17.1 C
Bhubaneswar
Tuesday, February 3, 2026
Homeଓଡିଶାବିଜେଡିରୁ କାଉନସିଲର ଶ୍ରୁତିସ୍ମିତାଙ୍କ ଇସ୍ତଫା

ବିଜେଡିରୁ କାଉନସିଲର ଶ୍ରୁତିସ୍ମିତାଙ୍କ ଇସ୍ତଫା

ଭଦ୍ରକ: ବାସୁଦେବପୁରରେ ଭାଙ୍ଗୁଛି ବିଜେଡି ଗଡ । କାଉନସିଲର ଶ୍ରୁତିସ୍ମିତା ଦେଲେ ଇସ୍ତଫା । ବିଜେଡି ପ୍ରାଥମିକ ସଦସ୍ୟରୁ ପୌରପାଳିକା ୧ ନଂ ୱାର୍ଡର କାଉନସିଲର ଇସ୍ତଫା ଦେଇଛନ୍ତି । ବ୍ୟକ୍ତିଗତ କାରଣ ଦର୍ଶାଇ  ଇସ୍ତଫା ଦେଇଛନ୍ତି । ବିଜେପିରେ ମିଶିପାରନ୍ତି ଶ୍ରୁତିସ୍ମିତା ଯାହା ସୂଚନା ମିଳୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking