ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଆଶ୍ୱସ୍ତିକର ଖବର । ଦିନକୁ ଦିନ କୋରନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୮୩ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ କ୍ୱାରେନଟାଇନରୁ ୧୦୬ ଜଣ ଓ ୭୭ ଜଣ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ସୁନ୍ଦରଗଡ଼ରୁ ସର୍ବାଧିକ ୩୨ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩୦୪୯୨ ହୋଇଥିଲା ବେଳେ ସୁସ୍ଥ ହୋଇଛନ୍ତି ୩୨୬୨୦୯ ଜଣ । ତେବେ ୨୩୪୫ ଜଣ ଏବେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି । ଏନେଇ ସୂଚନା ଓ ଲୋକ ସଂମ୍ପର୍କ ତରଫରୁ ସୂଚନା ମିଳିଛି ।
Covid-19 Report For 3rd January, 2021
New Positive Cases: 183
In quarantine: 106
Local contacts: 77(Details of local contacts will be shared by concerned District Administration)
District Wise Cases:
1. Angul: 24
2. Balasore: 2
3. Bargarh: 9
4. Bhadrak: 2
5. Balangir: 6— I & PR Department, Odisha (@IPR_Odisha) January 4, 2021
6. Boudh: 1
7. Cuttack: 6
8. Deogarh: 1
9. Dhenkanal: 1
10. Gajapati: 2
11. Ganjam: 5
12. Jagatsinghpur: 5
13. Jajpur: 11
14. Jharsuguda: 8
15. Kalahandi: 3
16. Kandhamal: 1
17. Kendrapada: 10
18. Keonjhar: 1
19. Khurda: 14
20. Malkangiri: 1
21. Mayurbhanj: 5
22. Nuapada: 10— I & PR Department, Odisha (@IPR_Odisha) January 4, 2021
23. Puri: 6
24. Sambalpur: 10
25. Sonepur: 2
26. Sundargarh: 32
27. State Pool: 5New recoveries: 244
Cumulative tested: 7028873
Positive: 330492
Recovered: 326209
Active cases: 2345— I & PR Department, Odisha (@IPR_Odisha) January 4, 2021
ଦିନକୁ ଦିନ କୋରନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ଏବେ ମୃତ୍ୟୁସଂଖ୍ୟାରେ ସୁଧାର ଘଟିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨ ଜଣଙ୍କ କୋରନାରେ ମୃତ୍ୟୁ ଘଟିଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ମିଳିଛି ।
Regret to inform the demise of two numbers of Covid positive patients while under treatment in hospitals.
1.A 52-year-old male of Balasore district who was also suffering from Diabetes Mellitus.
— H & FW Dept Odisha (@HFWOdisha) January 4, 2021
2.A 37-year-old male of Sundargarh district who was also suffering from RI-lower limb Amputation following RTA.
— H & FW Dept Odisha (@HFWOdisha) January 4, 2021