18.1 C
Bhubaneswar
Monday, November 25, 2024
Homeସ୍ୱାସ୍ଥ୍ୟଶରୀର ପାଇଁ ଉପଯୋଗୀ ହୋଇଥାଏ ଧନିଆ ପତ୍ର

ଶରୀର ପାଇଁ ଉପଯୋଗୀ ହୋଇଥାଏ ଧନିଆ ପତ୍ର

ଭୁବନେଶ୍ୱର : ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଲୋକମାନେ ନିଜ ଶରୀରକୁ ସୁସ୍ଥ ରଖିବାକୁ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି । କିଏ ସବୁଜ ପନିପରିବା ଖାଉଛି ତ ଆଉ କିଏ ବିଭିନ୍ନ ପ୍ରକାର ଫଳକୁ ନିଜ ଖାଦ୍ୟରେ ସାମିଲ କରୁଛନ୍ତି । ଆମେ ସାଧାରଣତଃ ଆମ ରୋଷେଇ କାର୍ଯ୍ୟରେ ଧନିଆ ପତ୍ରକୁ ବ୍ୟବହାର କରୁ । କିଛି ଲୋକ ଏହାକୁ ଖାଇବାକୁ ପସନ୍ଦ କରନ୍ତି ତ ଆଉ କିଛି ଲୋକ ଏହାକୁ ଖାଇବାକୁ ପସନ୍ଦ କରନ୍ତିନାହିଁ ।ତେବେ ଆସନ୍ତୁ ଜାଣିବା ଏହା ଆମ ଶରୀର ପାଇଁ କେତେ ଉପଯୋଗୀ । ଧନିଆ ପତ୍ରରେ ସାଧାରଣତଃ ଭିଟାମିନ ଏ ଏବଂ ଭିଟାମିନ୍ ସି ରହିଥାଏ । ଯାହାକୁ ଖାଇବା ଦ୍ବାରା ରକ୍ତରେ ଶର୍କରା ପରିମାଣ ନିୟନ୍ତ୍ରଣରେ ରହିଥାଏ। ଏହାକୁ ଖାଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ହୋଇଥାଏ । ଧନିଆର ପତ୍ର ତ୍ବଚା ପାଇଁ ବି ଖୁବ୍ ଭଲ ହୋଇଥାଏ। ଆଣ୍ଠୁଗଣ୍ଠି ସମସ୍ୟାରୁ ମୁକ୍ତି ପାଇବାକୁ ବି ଆପଣମାନେ ଧନିଆ ପତ୍ର ଖାଇପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking