16.1 C
Bhubaneswar
Tuesday, December 9, 2025
Homeଓଡିଶା୧୪ରେ କଂଗ୍ରେସ କରିବ ପଦଯାତ୍ରା

୧୪ରେ କଂଗ୍ରେସ କରିବ ପଦଯାତ୍ରା

ଭୁବନେଶ୍ୱର: ଅଗଷ୍ଟ ୧୪ରେ କଂଗ୍ରେସ କରିବ ପଦଯାତ୍ରା । ଏଫଏମ କଲେଜରୁ ଭୋଗରାଇ ପଯ୍ୟନ୍ତ ପଦଯାତ୍ରା କରିବ । ନାରୀ ନ୍ୟାୟ ପାଇଁ କଂଗ୍ରେସ କରିବ ପଦଯାତ୍ରା । ଅନ୍ୟପଟେ, ବଳଙ୍ଗା ଘଟଣାରେ ପୁରୀ ବନ୍ଦ ଡାକରା ଦେଲା ବିଜେଡି । ଆସନ୍ତା ୭ ତାରିଖରେ ପୁରୀ ବନ୍ଦ ଡାକରା ଦେଇଛି ଦଳ । ପୀଡିତାଙ୍କୁ  ନ୍ୟାୟ ନମିଳିବା ପଯ୍ୟନ୍ତ ଆନ୍ଦୋଳନ ହେବ ।  ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଲା ଦଳ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking