ଭୁବନେଶ୍ୱର: କଂଗ୍ରେସର ଅନସ୍ଥା ପ୍ରସ୍ତାବ ନେଇ ବିଜେଡିକୁ ଆହ୍ୱାନ ହେବା ପ୍ରସଙ୍ଗ । ଜବାବ ରଖିଲେ ବିଜେଡିର ଉପସଭାପତି ଦେବୀ ମିଶ୍ର । କହିଲେ ଏଯାଏଁ ବିଧାନସଭାରେ କୌଣସି ନୋଟିଫିକେସନ ହୋଇନି । ନୋଟିଫିକେସନ ପରେ ବିଧାୟକ ଦଳ ବୈଠକରେ ହେବ ନିଷ୍ପତ୍ତି । ବିଜେଡି ମହିଳାଙ୍କ ପାଇଁ ସର୍ବଦା ଲଢେଇ କରିଆସିଛି । ନାରୀ ନିର୍ଯାତନାକୁ ନିନ୍ଦାକରି ଆନ୍ଦୋଳନକୁ ଓହ୍ଲାଇଛି ।









