31.1 C
Bhubaneswar
Friday, October 18, 2024
Homeଓଡିଶାଯେଉଁ ନ୍ୟାରେଟିଭ୍ ବିଜେଡି କରୁଛି ତାକୁ କଂଗ୍ରେସ ପ୍ରଚାର କରୁଛି: ଅନୀଲ ବିଶ୍ୱାଳ

ଯେଉଁ ନ୍ୟାରେଟିଭ୍ ବିଜେଡି କରୁଛି ତାକୁ କଂଗ୍ରେସ ପ୍ରଚାର କରୁଛି: ଅନୀଲ ବିଶ୍ୱାଳ

ଭୁବନେଶ୍ୱର: କଂଗ୍ରେସର କଟାକ୍ଷକୁ କାଉଣ୍ଟର କଲେ ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ । କଂଗ୍ରେସ କେନ୍ଦ୍ର ନେତୃତ୍ୱ ଜାଣିଲେଣି ଓଡିଶାରେ ବିଜେପି ସରକାର ହେଉଛି । ତେଣୁ ରାଜ୍ୟ କଂଗ୍ରେସକୁ ନିର୍ଦ୍ଦେଶ ବିଜେଡି ପଛେ ରହୁ ବିଜେପି ନ ଆସୁ । ଯେଉଁ ନ୍ୟାରେଟିଭ୍ ବିଜେଡି କରୁଛି ତାକୁ କଂଗ୍ରେସ ପ୍ରଚାର କରୁଛି । କିଛି କଂଗ୍ରେସ ନେତା କହିଥିଲେ ପିସିସି ସଭାପତି କିଏ ହେବ ନବୀନ ବାଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking