30.1 C
Bhubaneswar
Sunday, June 30, 2024
Homeଓଡିଶାକଂଗ୍ରେସ ଗ୍ରୋଥ୍ କରୁଛି : ଶରତ

କଂଗ୍ରେସ ଗ୍ରୋଥ୍ କରୁଛି : ଶରତ

ଭୁବନେଶ୍ୱର : ଇସ୍ତଫା ଚର୍ଚ୍ଚା ନେଇ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପ୍ରତିକ୍ରିୟା । ଗତଥର ଅପେକ୍ଷା କଂଗ୍ରେସ ଭଲ ପ୍ରଦର୍ଶନ କରିଛି କହିଲେ ଶରତ ପଟ୍ଟନାୟକ । ନିର୍ବାଚନ ପୂର୍ବରୁ ଆମର ୬ ବିଧାୟକ ଥିଲେ, ଏଥର ୧୫ ବିଧାୟକ । ୨୫ ବର୍ଷରେ ଏତେ ବିଧାୟକ ଜିତି ନଥିଲୁ ବୋଲି କହିଲେ । ବିଜେଡି ଗୋଟିଏ ବି ଏମପି ସିଟ୍ ରଖିପାରିଲାନି ହେଲେ ଆ ମେ ଜିତିଲୁ । ବିଭିନ୍ନ ସ୍ଥାନରେ ଭୋଟ ପ୍ରତିଶତ ବଢିଛି କଂଗ୍ରେସ ଗ୍ରୋଥ୍ କରିଛି । କିନ୍ତୁ ଆମେ ସରକାର କରିପାରିଲୁନି, ଏଥିପାଇଁ ମୁଁ ଦାୟିତ୍ୱ ନେଉଛି । ଯାହା ହିବା କଥା ହାଇକମାଣ୍ଡକୁ ଜଣାଇ ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking