ବରଗଡ ,: ଆଜି ବରଗଡ ବିକାଶ ସ୍କୁଲ୍ ଛକ ପାଖରେ କଂଗ୍ରେସ ଦଳର ଭାରତ ଯୋଡୋ ଯାତ୍ରା ପହଞ୍ଚିବା ପରେ ସେଠାରେ ବରଗଡ କଂଗ୍ରେସ ବିଧାୟକ ପ୍ରାର୍ଥୀ ନିପନ ଦାଶ ଙ୍କ ନେତୃତ୍ବ ରେ ବହୁ କଂଗ୍ରେସ କର୍ମୀ ଓ ଜନ ସାଧାରଣ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେଇ ସ୍ଵାଗତ କରିଥିଲେ।ଘଣ୍ଟ ମର୍ଦଲ, ଦୁଲ ଦୁଲି ବାଜା ସହ କର୍ମୀ ମାନେ ସଭାପତି ଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ। ସେଠାରେ ଜିଲ୍ଲା କଂଗ୍ରେସ, ମହିଳା କଂଗ୍ରେସ , ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ, ଓବିଶି ସେଲ, ଏସ ସି ସେଲ ର କର୍ମକର୍ତ୍ତା ସେଠାରେ ଉପସ୍ଥିତ ରହି ସଭାପତି ଙ୍କୁ ସ୍ଵାଗତ କରିଥିଲେ। ମାନସ ଚୌଧୁରୀ, ଜିଲ୍ଲା କଂଗ୍ରେସ ସଭାପତି କଟକ,
ବାଙ୍କନିଧି ବେହେରା, ଅଧ୍ୟକ୍ଷ ପିସିସି ଅନୁସୂଚିତ ଜାତି ମୂଖ୍ୟ, ପିସିସି ମିଡ଼ିଆ ସେଲ ସଂଯୋଜକ ଦୀପକ ମହାପାତ୍ର, ପ୍ରଦୀପ ଦେବତା, ଯୁଗଳ ସିଂ, ହରଦୀପ ସିଂ, ସତ୍ୟ ନାରାୟଣ ଦେବତା,
ସରୋଜ ଷଡ଼ଙ୍ଗୀ, ରବି ପଣ୍ଡା, ସୁଶିଲ ଭୋଇ, ଜ୍ଞାନ ପଟ୍ଟନାୟକ, ଚେନ ସିଂ ଶାମଲେ, ନରୋତ୍ତମ ନାୟକ, ସଞ୍ଜୟ ତ୍ରିପାଠୀ, ମୂଜାଫର ହୁସେନ, ଅଭିଷେକ ନାୟକ, ବିକାଶ ବହିଦାର, ମୋତିଲାଲ ଦାଶ, କୈଳାଶ ସାହୁ, ସୁବାଷ ପ୍ରଧାନ, ବ୍ରହ୍ମା ମହାକୁଡ, ଶୁଭେନ୍ଦୁ ସାହୁ, ପ୍ରଦୀପ ମହାପାତ୍ର, ଭୋକାଲି ସେଠୀ ,ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଆଜାଦ ପତି,ଯୁବ କଂଗ୍ରେସ ସଭାପତି ସୁଶାନ୍ତ ସାହୁ, ମହିଳା କଂଗ୍ରେସ ସଭାନେତ୍ରୀ ମୌସୁମୀ ସାହୁ,ଟାଉନ କଂଗ୍ରେସ ସଭାପତି ସୁଧୀର ଜେନା, ସେକ ଅଶଗର, ଭବାନୀ ଦାଶ, ସନ୍ତୋଷ ସାହୁ, ସଞ୍ଜୀବ ମହାରଣା, ରାଜ୍ୟ ଯୁବ କଂଗ୍ରେସ ସୋସିଆଲ ମିଡ଼ିଆ ସେଲ ର ଅଭିଳାଷ ପତି , ଅନନ୍ତ ତାଣ୍ଡି, ପପ୍ପୁ କୁମ୍ଭାର,ଗୋବିନ୍ଦ ମେହେର, ଆଶିଷ ବେହେରା, ଆନନ୍ଦ ମେହେର , ମହେଶ ଅଗ୍ରୱାଲ ଙ୍କ ସମେତ ବହୁ କର୍ମକର୍ତା ସ୍ବାଗତ କରିଥିଲେ।
ଏହାପରେ ପଦଯାତ୍ରା ଅଟଳ ବିହାରୀ ବାଜପେୟୀ ଛକ ରେ ପହଞ୍ଚିବା ପରେ ସେଠାରେ ଭଟଲି ନିର୍ବାଚନ ମଣ୍ଡଳୀ ପକ୍ଷରୁ ସରୋଜ ମହାପାତ୍ର ଙ୍କ ନେତୃତ୍ବ ରେ କର୍ମୀ ମାନଂକ ପକ୍ଷରୁ ସ୍ବାଗତ କରାଯାଇଥିଲା। ସେଠାରୁ ପଦଯାତ୍ରା ନଗେନ ପାଲି ଛକ ପହଞ୍ଚିବା ପରେ ଗ୍ରାମବାସୀ ସ୍ବାଗତ କରିଥିଲେ।ସେଠାରୁ ପାଣି ଛତ୍ର ଛକ, ଗୁରୁଦ୍ୱାରା ଛକ ରେ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଶ୍ରୀ ପଟ୍ଟନାୟକ ଙ୍କୁ ଗୁରୁଦ୍ୱାରା କମିଟି ପକ୍ଷରୁ ସ୍ବାଗତ କରିବା ସହ ସେ ଗୁରୁଦ୍ୱାରା ରେ ମଥା ଟେକିଥିଲେ।ସେଠାରେ ସୁଖବିନ୍ଦର ସିଂ, ଅମରଜିତ୍ ସିଂ, ହରଦିପ ସିଂ,ଗୁର୍ବିର ସିଂ,ପଲ୍ ଶର୍ମା , ସ୍ଵର୍ଣ୍ଣ ସିଂ ପ୍ରମୁଖ ସ୍ବାଗତ କରିଥିଲେ। ପରେ ସ୍ଥାନୀୟ ପ୍ରାଇଭେଟ୍ ବସଷ୍ଟାଣ୍ଡ ଛକ ଠାରେ ପ୍ରାଇଭେଟ୍ ବସ ମାଲିକ ସଂଘ ପକ୍ଷରୁ ସ୍ବାଗତ କରାଯାଇଥିଲା। ସେଠାରେ ଭିଷ୍ମଦେବ ଦୋରା, ସେକ ନଜିମୁଦ୍ଦିନ,ସରୋଜ ମହାପାତ୍ର,ସୁଶାନ୍ତ ମିଶ୍ର ଙ୍କ ସମେତ ବହୁ କର୍ମକର୍ତା ଉପସ୍ଥିତ ରହି ସ୍ବାଗତ କରିଥିଲେ। ବରଗଡ କଚେରି ସମ୍ମୁଖ ରେ ବରଗଡ ସାମ୍ବାଦିକ ସଂଘ ପକ୍ଷରୁ ସୁରେନ୍ଦ୍ର ହୋତା, ବିରେନ୍ଦ୍ର ପ୍ରଧାନ, ପ୍ରେମାନନ୍ଦ ଖମାରୀ,ଉମେଶ ବିଶ୍ଵାଳ,ରବି ପଣ୍ଡା,ଲଲାଟେନ୍ଦୁ ଦାଶ, ଅଞ୍ଜନ ପ୍ରଧାନ, ପ୍ରବୀଣ ସାହୁ, ବଦ୍ରି ପ୍ରସାଦ ସାହୁ,ରମଣୀ ରଂଜନ ବେହେରା , ମହେନ୍ଦ୍ର ସାହୁ,
ଗୁଡ୍ଡୁ ପ୍ରମୁଖ ଶ୍ରୀ ପଟ୍ଟନାୟକ ଙ୍କୁ ସ୍ଵାଗତ କରିଥିଲେ। ସେଠାରେ ଜିଲ୍ଲା ଓକିଲ ମୋହରିର ସଂଘ ପକ୍ଷରୁ ସ୍ବାଗତ କରାଯାଇଥିଲା। ପରେ ଧର୍ମଶାଳା ଛକ ଠାରେ ବଣିକ ସଂଘ ପକ୍ଷରୁ କିଶୋର ଅଗ୍ରୱାଲ,ପ୍ରମୋଦ ଅଗ୍ରୱାଲ,ରମେଶ ରେଖାନି,
ମୁରାରୀ ଅଗ୍ରୱାଲ,ପ୍ରଦୀପ ଅଗ୍ରୱାଲ, ରଜିନ୍ ଶାୱଡିଆ,ବିମଳ ଶାୱଡିଆ,ରାଜେଶ ଗୋଲୁ, ମନିଶ ଅଗ୍ରୱାଲ, ସୋନୁ ରେଖାନି,ସୁନିଲ ଅଗ୍ରୱାଲ,ଅନିକ୍ କୁମାର ଙ୍କ ସମେତ ବହୁ କର୍ମକର୍ତା ସ୍ବାଗତ କରିଥିଲେ। ନାୟକ ପଡ଼ା ଛକ ରେ ଭି ଏସ ଏସ କ୍ଲବ ଓ ନବରାତ୍ର ଦୁର୍ଗାପୂଜା କାମଟି ପକ୍ଷରୁ ସ୍ବାଗତ କରାଯାଇଥିଲା ।ସେଠାରେ ଦିତିକୃଷ୍ଣ ଦାଶ,ସୁମତି ଦାଶ,ସତ୍ୟବ୍ରତ ଦାଶ, ବିକି ଗୋଲ୍ପୁରିଆ, ଗୋବିନ୍ଦ ରେଖାନି,ରମେଶ ରେଖାନି, ଅମିତ୍ ସ୍ବାମୀ, ସ୍ୟାମୁ ଅଗ୍ରୱାଲ, ରମେଶ ଅଗ୍ରୱାଲ ,ସେଙ୍କି ଗୋଲପୁରିଆ ପ୍ରମୁଖ ସ୍ବାଗତ କରିଥିଲେ।ପରେ ଏହି ପଦଯାତ୍ରା ଆମ୍ବପାଲି ଛକ ରେ ପହଞ୍ଚିବା ପରେ ସେଠାରେ ବରଗଡ ଧନୁଯାତ୍ରା ମହୋତ୍ସବ ରେ କୃଷ୍ଣ ଭୂମିକା ରେ ଅଭିନୟ କରିଥିବା ସମ୍ରାଟ ମହାପାତ୍ର ଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ରହି ସ୍ବାଗତ କରିଥିଲେ।ସେହିଠାରେ ଆଜି ର ପଦଯାତ୍ରା ସମାପ୍ତ ହୋଇଥିଲା। ଆଜି ପଦଯାତ୍ରୀ ଦଳ ବରପାଲି ବ୍ଲକ୍ ଅନ୍ତର୍ଗତ କଦଳୀପାଲି ଖେଳ ପଡିଆ ରେ ରାତ୍ର ଯାପନ ପରେ ଆସନ୍ତା କାଲି ସକାଳୁ ବରପାଲି ଅଭିମୁଖେ ପଦଯାତ୍ରା ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି।