26.1 C
Bhubaneswar
Tuesday, September 17, 2024
Homeଓଡିଶାଫେରାର ଅଭିଯୁକ୍ତର ସମ୍ପତ୍ତି ଜବତ

ଫେରାର ଅଭିଯୁକ୍ତର ସମ୍ପତ୍ତି ଜବତ

ବ୍ରହ୍ମପୁର: ୨୦୦୯ରୁ ଫେରାର ହତ୍ୟା ଅଭିଯୁକ୍ତର ଅସ୍ଥାବର ସମ୍ପତ୍ତି ଜବତ । ମାଜିଷ୍ଟ୍ରେଟ,ଏସଡିପିଓଙ୍କ ଉପସ୍ଥିତିରେ ଜବତ କଲା ଗୋଷଣୀ ନୂଆଗାଁ ପୋଲିସ । ଫେରାର ଅଭିଯୁକ୍ତ ଗୋଷାଣୀ ନୂଆ ଗାଁ ନେହେରୁ ନଗରର ଶଙ୍କର ବେହେରା ବୋଲି ଜଣାପଡିଛି । ଜିଲ୍ଲା ସେସନ୍ତ୍ର କୋର୍ଟଙ୍କ ନିର୍ଦ୍ଧେଶ କ୍ରମେ ସମସ୍ତ ସମ୍ପତ୍ତି ଜବତ କରାଯାଇଛି ।

‘ଦ କେରଳ ଷ୍ଟୋରୀ’ ଉପରେ ଲାଗିବନି ରୋକ୍: ସୁପ୍ରିମକୋର୍ଟ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking