ଭୁବନେଶ୍ୱର : ରାଜ୍ୟପାଳଙ୍କ ଚିଠିରେ ମୁଖ୍ୟମନ୍ତ୍ରୀ ନିଶ୍ଚିତ ଚିନ୍ତିତ କହିଲେ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ ଓ ୫-ଟି ଅଧ୍ୟକ୍ଷ ନିଶ୍ଚିତ ଭାବେ ରାଜ୍ୟପାଳଙ୍କ ଚିଠିର ଚିନ୍ତିତ । ରାଜ୍ୟରେ ବିକଶ ନାହିଁ କହିଲେ ବିରୋଧୀ ମୁଖ୍ୟ ସଚେତକ ମୋହନ । ଶିକ୍ଷା ରୂପାନ୍ତରୀକରଣ ନାଁରେ ବିକାଶର ଡିଣ୍ଡିମ ପିଟୁଛନ୍ତି । କିଏ ଅନ୍ଧ ଓ କିଏ ଭୋଟ ପାଇଁ ରାଜନୀତି କରୁଛି, ଲୋକେ ଜବାବ ଦେବେ ।