17.1 C
Bhubaneswar
Monday, November 18, 2024
Homeବ୍ରେକୀଙ୍ଗ୬ ଜଣଙ୍କୁ ବାଧ୍ୟତାମୂଳକ ଅବସର

୬ ଜଣଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର,(ଓଏନଏ): ୬ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର । ଦୁର୍ନୀତି ଓ ଅପାରଗତା ପାଇଁ ୬ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ୪ ଇଂଜିନିୟର ଏବଂ ୨ ଅବକାରୀ ବିଭାଗ ଅଧିକାରୀଙ୍କୁ ଅବସର ଦିଆଯାଇଛି । ପ୍ରଥମରେ ହେଉଛନ୍ତି କେନ୍ଦୁଝର ଗ୍ରାମ୍ୟ ଉନ୍ନୟନ ଉପନିର୍ବାହୀ ଯନ୍ତ୍ରୀ ଅଜିତ ଦେବତା । ଏହାପରେ ଆସୁଛନ୍ତି କଟକ ଆର ଆଣ୍ଡ ବି କଣ୍ଟ୍ରୋଲ ସହକାରୀ ଯନ୍ତ୍ରୀ ଜିତେନ୍ଦ୍ର ଦଳାଇ । ଏହାପରେ ଅଛନ୍ତି କରଂଜିଆ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ ବିଜୟ ପରିଡା । ସେହିଭଳି ଭୁବନେଶ୍ୱର ଆର ଆଣ୍ଡ ବି ସହକାରୀ ଯନ୍ତ୍ରୀ ଗଣେଶ୍ୱର ସେଠୀ , ସମ୍ବଲପୁର ଓଡିଶା ପାନୀୟ ନିଗମ ବିଏମ ଜୟଦୀପ ପଟ୍ଟନାୟକ । ଶେଷରେ ଆସିବେ ସୁନ୍ଦରଗଡ ଅବକାରୀ ନିରୀକ୍ଷକ ରିହାଜ ଅହମ୍ମଦ ବେଗ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking