28.1 C
Bhubaneswar
Friday, October 18, 2024
Homeଓଡିଶାସମ୍ବାଦିକ ସୁରକ୍ଷା ଗାଇଡ ଲାଇନ୍ ପାଇଁ କମିଟି

ସମ୍ବାଦିକ ସୁରକ୍ଷା ଗାଇଡ ଲାଇନ୍ ପାଇଁ କମିଟି

ବ୍ୟୁରୋ: ବିପର‌୍ୟ୍ୟୟ ସମ୍ପର୍କିତ ଖବର ସଂଗ୍ରୟ ବେଳେ ସମ୍ବାଦିକଙ୍କ ସୁରକ୍ଷା ପ୍ରସଙ୍ଗ । ସମ୍ବାଦିକଙ୍କ ସୁରକ୍ଷା ପାଇଁ ଗାଇଡ ଲାଇନ ପ୍ରସ୍ତୁତ ନିମନ୍ତେ କମିଟି ଗଠନ । ଏନ୍‌ଏଚ୍‌ଆର୍‌ସିଙ୍କ ପରାମର୍ଶରେ ୩ ଜଣିଆ କମିଟି କଲେ ପ୍ରେସ୍ କାଉନ୍ସିଲ ଅଫ୍ ଇଣ୍ଡିଆ । ବରିଷ୍ଠ ସମ୍ବାଦିକ ତଥା ପିସିଆଇ ସଦସ୍ୟ ପ୍ରସନ୍ନ ମହାନ୍ତି କମିଟିର ଆବାହକ । କମିଟିରେ ଗୁରବିର ସିଂହ ଓ ଡାକ୍ତର ସୁମନ ଗୁପ୍ତା ସଦସ୍ୟ ମନୋନୀତ ।

ବିବାଦରେ ରିତେଶ ଦେଶମୁଖ, ୧୧୬ କୋଟି ଟଙ୍କା ଋଣ ମାମଲାରେ ରାଜ୍ୟ ସରକାର ଦେଲେ ଯାଞ୍ଚ ଆଦେଶ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking