16.1 C
Bhubaneswar
Tuesday, December 23, 2025
Homeଦେଶ ବିଦେଶକମିଲା କମର୍ସିଆଲ ଗ୍ୟାସ ଦର

କମିଲା କମର୍ସିଆଲ ଗ୍ୟାସ ଦର

ନୂଆଦିଲ୍ଲୀ : ନୂଆବର୍ଷରେ ଗ୍ରାହକଙ୍କ ପାଇଁ ଖୁସି ଖବର । ଜାନୁଆରୀ ୧ରୁ ନୂଆ ନିୟମ । ଜାନୁଆରୀ ୧ରୁ ଏଲପିଜି ସିଲିଣ୍ଡର ଦର ୧୪.୫୦ ଟଙ୍କା ଶସ୍ତା ହୋଇଛି  ।  ଅନ୍ୟପଟେ ଘରୋଇ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ହୋଇ ନାହିଁ । ଗତ ବର୍ଷ ମାର୍ଚ୍ଚ୧ରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ ପାଇଥିଲା । ଜାନୁୟାରୀ ୧, ୨୦୨୫ ରୁ ଦିଲ୍ଲୀରେ ୧୮୦୪ ଟଙ୍କା, ମୁମ୍ବାଇରେ ୧୭୫୬ଟଙ୍କା, ଚେନ୍ନାଇରେ ୧୯୬୬ ଟଙ୍କା ଏବଂ କୋଲକାତାରେ ୧୯୧୧ ଟଙ୍କା ମୂଲ୍ୟରେ ୧୯ କେଜି  କମର୍ସିଆଲ ସିଲିଣ୍ଡର ଉପଲବ୍ଧ ହେବ। ଏହାପୂର୍ବରୁ ଦିଲ୍ଲୀରେ ଏହାର ହାର ସିଲିଣ୍ଡର ପିଛା ୧୮୧୮.୫୦ ଟଙ୍କା ଥିଲା । ଗତ ଅଗଷ୍ଟ ୨୦୨୩ ରେ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ପ୍ରାୟ ୧୦୦ଟଙ୍କା ହ୍ରାସ ହୋଇଥିଲା । ସେବେଠାରୁ ଏହାର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking