27.1 C
Bhubaneswar
Wednesday, February 4, 2026
Homeଓଡିଶାବିଧାୟକଙ୍କ ଗାଡ଼ି ସହ ଧକ୍କା: ୨ ଗୁରୁତର

ବିଧାୟକଙ୍କ ଗାଡ଼ି ସହ ଧକ୍କା: ୨ ଗୁରୁତର

ଉଦଳା: ବାଇକ୍‌ ଆରୋହୀ-ବିଧାୟକଙ୍କ ଗାଡ଼ି ମୁହାଁମୁହିଁ ଧକ୍କା ହୋଇଛି । ସାରସକଣା ବିଧାୟକଙ୍କ ଗାଡ଼ି ସହ ବାଇକ୍‌ର ମୁହାଁମୁହିଁ ଧକ୍କା ହୋଇଛି । ବାରିପଦା ରାଜ୍ୟ ରାଜପଥର ବାସିପିଠା ତେରମାଇଲ ଛକରେ ଦୁର୍ଘଟଣା ଘଟିଛି । ବିଧାୟକଙ୍କ ଗାଡ଼ି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ଅଟକିଲା । ଗୁରୁତର ଦୁଇ ବାଇକ୍‌ ଆରୋହୀ ବାରିପଦା ମେଡିକାଲରେ ଭର୍ତ୍ତି କରାଯାଇଛି । ଗାଡ଼ିରେ ଥିବା ବିଧାୟକ ଓ ତାଙ୍କ ଡ୍ରାଇଭର ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ସୂଚନା ମିଳିଛି । ବାଇକ୍‌ ଆରୋହୀ ରଙ୍ଗ ରୁଟ୍‌ରେ ଆସିବାରୁ ଦୁର୍ଘଟଣା ଘଟିଛି କହିଲେ ବିଧାୟକ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking